ତାଳଚେର ମେଡିକାଲ କଲେଜ ଖୋଲିବା ନେଇ ଅନିଶ୍ଚିତତା

ପୁଣି ଖୋଲିବାକୁ ଅନୁରୋଧ କଲେ ରାଜ୍ୟ ସରକାର, ରାଜ୍ୟ-କେନ୍ଦ୍ର ବିବାଦରେ ବଳି ପଡ଼ୁଛନ୍ତି ଜନତା ଅନୁଗୁଳ : ତାଳଚେରସ୍ଥିତ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇସେନ୍ସ ଆଣ୍ଡ ରିସର୍ଚ୍ଚ (ମିମସାର)କୁ ଚାଲୁ କରିବା ଲାଗି ପୁଣିଥରେ କୋଇଲା ମନ୍ତ୍ରାଳୟ ଓ ଏମସିଏଲ୍‌କୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର। ତେବେ ଏଥିନେଇ ଅସହାୟତା ପ୍ରକାଶ କରିଛନ୍ତି ଏମସିଏଲ୍‌ କର୍ତ୍ତୃପକ୍ଷ। ମେଡିକାଲ କଲେଜ ପରିଚାଳନା ପାଇଁ ଅଭିଜ୍ଞତାସଂପନ୍ନ ପେସାଦାର ସଂସ୍ଥାଙ୍କ ନିକଟରୁ ଆଗ୍ରହପତ୍ର ମଗାଯାଇଥିଲାବେଳେ … Continue reading ତାଳଚେର ମେଡିକାଲ କଲେଜ ଖୋଲିବା ନେଇ ଅନିଶ୍ଚିତତା